ଆମର କାର୍ଯ୍ୟ ପରିସର

ଆଜି Akshaya Patra ଭାରତର 12ଟି ରାଜ୍ୟବ୍ୟାପୀ 32ଟି ସ୍ଥାନରେ 1,675,008  ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚି ପାରିଛି, ସେମାନଙ୍କୁ ପ୍ରତି ସ୍କୁଲ ଦିବସରେ ସୁଆଦିଆ, ପୁଷ୍ଟିକର, ତାଜା ରନ୍ଧା ଯାଇଥିବା ମଧ୍ୟାହ୍ନ ଭୋଜନ ପ୍ରଦାନ କରୁଅଛି। ସଂପ୍ରତି ଏହି ପ୍ରୋଗ୍ରାମ ଦେଶର 13,839 ବିଦ୍ୟାଳୟରେ ପ୍ରୟୋଗ କରାଯାଇଛିା ଯେତେବେଳେ କି ଲକ୍ଷ୍ୟ ହେଉଛି 2020 ବେଳକୁ  5 ନିୟୁତ ଶିଶୁଙ୍କୁ ଖାଦ୍ୟ ଖୁଆଇବାର ଲକ୍ଷ୍ୟ ପୂରଣ କରିବା।

ପ୍ରତ୍ୟେକ ସ୍ଥାନରେ ଆମର କାର୍ଯ୍ୟ ପରିଚାଳନା ବିଷୟରେ ଅଧିକ ଜାଣିବା ପାଇଁ ନିର୍ଦ୍ଦିଷ୍ଟ ରାଜ୍ୟ ଉପରେ କ୍ଲିକ କରନ୍ତୁ

 

ରାଜ୍ୟ/ଅବସ୍ଥିତି

ପିଲାମାନଙ୍କ ସଂଖ୍ୟା

ସ୍କୁଲର ସଂଖ୍ୟା

ରୋଷେଇଘରର ପ୍ରକାର

ଆନ୍ଧ୍ର ପ୍ରଦେଶ

74,409

370

 

ବିଶାଖାପାଟନମ

21,850

91

କେନ୍ଦ୍ରୀଭୂତ ରୋଷେଇଘର

ହାଇଦ୍ରାବାଦ

11,491

27

କେନ୍ଦ୍ରୀଭୂତ ରୋଷେଇଘର

ଆସାମ

53,649

592

 

Guwahatiଗୌହାଟୀ

53,649

592

କେନ୍ଦ୍ରୀଭୂତ ରୋଷେଇଘର

ଛତିଶଗଡ

23,674

160

 

ଭିଲାଇ

23,674

160

କେନ୍ଦ୍ରୀଭୂତ ରୋଷେଇଘର

ଗୁଜରାଟ

400,158

1,653

 

rଗାନ୍ଧିନଗର

121,508

666

କେନ୍ଦ୍ରୀଭୂତ ରୋଷେଇଘର

ଭଦୋଦରା

113,593

616

କେନ୍ଦ୍ରୀଭୂତ ରୋଷେଇଘର

ସୁରତ

165,057

371

କେନ୍ଦ୍ରୀଭୂତ ରୋଷେଇଘର

କର୍ଣ୍ଣାଟକ

460,046

2,627

 

ବାଙ୍ଗାଲୋର ଏଚକେ ହିଲ

ବାଙ୍ଗାଲୋର ବସନ୍ତପୁରା

85,204

99,326

487

568

କେନ୍ଦ୍ରୀଭୂତ ରୋଷେଇଘର

କେନ୍ଦ୍ରୀଭୂତ ରୋଷେଇଘର

 ବେଲାରୀ

115,945

575

କେନ୍ଦ୍ରୀଭୂତ ରୋଷେଇଘର

ହୁବଲି

126,693

789

କେନ୍ଦ୍ରୀଭୂତ ରୋଷେଇଘର

ମାଙ୍ଗାଲୋର

19,043

145

କେନ୍ଦ୍ରୀଭୂତ ରୋଷେଇଘର

ମଇସୁର

13,835

63

କେନ୍ଦ୍ରୀଭୂତ ରୋଷେଇଘର

ଓଡିଶା

80,415

1,000

 

ପୁରୀ

55,835

648

କେନ୍ଦ୍ରୀଭୂତ ରୋଷେଇଘର

ନୟାଗଡ

24,580

352

କେନ୍ଦ୍ରୀଭୂତ ରୋଷେଇଘର

ରାଜସ୍ଥାନ

129,493

1,682

 

Jaipurଜୟପୁର

92,763

1,081

କେନ୍ଦ୍ରୀଭୂତ ରୋଷେଇଘର

ନାଥଦ୍ୱାର

25,274

435

କେନ୍ଦ୍ରୀଭୂତ ରୋଷେଇଘର

ବରଣ

11,456

166

କେନ୍ଦ୍ରୀଭୂତ ରୋଷେଇଘର

ଉତ୍ତର ପ୍ରଦେଶ

139,262

1,874

 

ବୃନ୍ଦାବନ

139,262

1,874

କେନ୍ଦ୍ରୀଭୂତ ରୋଷେଇଘର

ତାମିଲନାଡୁ

718

1

 

ଚେନ୍ନାଇ

718

1

 

କେନ୍ଦ୍ରୀଭୂତ ରୋଷେଇଘର

ସମୁଦାୟ

1,347,513

10,050

 

 

The Best Way to Make a Difference in the Lives of Others