ପ୍ରଭାବ ଅଧ୍ୟୟନ

Akshaya Patra ପ୍ରତିଷ୍ଠାନର ଲକ୍ଷ୍ୟ ବକ୍ତବ୍ୟ ସ୍ପଷ୍ଟ ଭାବରେ ଖାଦ୍ୟ ସହିତ ଶିକ୍ଷାର ସଂପର୍କକୁ ଦର୍ଶାଏ। ପ୍ରଥମ ପର୍ଯ୍ୟାୟରେ ଏହି ଲକ୍ଷ୍ୟ ଦିଗରେ ଏହି ପ୍ରତିଷ୍ଠାନ 2000 ମସିହାରେ ବିଦ୍ୟାଳୟଗୁଡିକରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ଯେତେବେଳେ ଭାରତ ସରକାରଙ୍କ ଦ୍ୱାରା 2003 ମସିହାରେ ଏହାକୁ ସାରା ଦେଶରେ ବାଧ୍ୟତାମୂଳକ କରାଯାଇଥିଲା, Akshaya Patraସରକାରଙ୍କ ସହିତ ସହଭାଗିତାରେ ସରକାରୀ ସ୍କୁଲଗୁଡ଼ିକରେ ରନ୍ଧା ହୋଇଥିବା ଖାଦ୍ୟ ପରଷିଥିଲା। ଶ୍ରେଣୀଗୃହରେ କ୍ଷୁଧା ଦୂର କରିବା ପାଇଁ ପ୍ରୟାସରେ ସରକାରଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବା ପ୍ରତିଷ୍ଠାନ ପାଇଁ ଏକ  ସ୍ୱାଗତଯୋଗ୍ୟ ଅଗ୍ରଗତି ଥିଲା

impact-of-the-akshaya-patra-foundationଏହି ସାର୍ବଜନୀନ-ଘରୋଇ ସହଭାଗିତା ସହିତ Akshaya Patra ପ୍ରଚଳନ କରିଥିବା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ସଫଳତାର ସହ କେନ୍ଦ୍ରୀୟ ମଧ୍ୟାହ୍ନ ଭୋଜନର ଛଅଟି ଆଭିମୁଖ୍ୟ ପୂରଣ କରିଆସୁଛି :

  • ଶ୍ରେଣୀଗୃହରେ କ୍ଷୁଧା ଦୂର କରିବା

  • ସ୍କୁଲରେ ତାଲିକାଭୁକ୍ତି ବଢ଼ାଇବା

  • ସ୍କୁଲ୍ରେ ଉପସ୍ଥାନ ବଢ଼ାଇବା

  • ବିଭିନ୍ନ ଜାତି ମଧ୍ୟରେ ସାମାଜିକ ସଂପର୍କରେ ଉନ୍ନତି ଆଣିବା

  • କୁପୋଷଣର ମୁକାବିଲା କରିବା ,ଏବଂ

  • ମହିଳା ସଶକ୍ତିକରଣ

ଏହି ପ୍ରତିଷ୍ଠାନ କେତେ ପରିମାଣରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ଛଅଟି ଆଭିମୁଖ୍ୟ ପୂରଣ କରିବାକୁ ସମର୍ଥ ହୋଇଛି ମୂଲ୍ୟାୟନ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପ୍ରଭାବ ଅଧ୍ୟୟନ କରାଯାଇଛି। ପରିଚାଳିତ ପ୍ରଭାବ ଅଧ୍ୟୟନଗୁଡ଼ିକ ନିମ୍ନରେ ଦିଆଯାଇଛି।

ଏ.ସି ନେଲ୍‌ସନ ଅଧ୍ୟୟନ

ହାଭାର୍ଡ ଘଟଣା ଅଧ୍ୟୟନ

ସରକାରୀ ଅଧ୍ୟୟନଗୁଡିକ

ପ୍ରାଶାସନିକ ଜ୍ଞାନକେନ୍ଦ୍ର

ମାନବସମ୍ବଳ ବିକାଶ ମନ୍ତ୍ରାଳୟ

   ରାଜସ୍ଥାନରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ସ୍ଥିତିର ବିଶ୍ଲେଷଣ

   କର୍ଣ୍ଣାଟକର ଅକ୍ଷୟ ଦଶୋହା ଯୋଜନା ଉପରେ ରିପୋର୍ଟ

 

The Best Way to Make a Difference in the Lives of Others