-
Home » Read in Oriya » ବିକୈନ୍ଦ୍ରିକ ରୋଷେଇଘରଗୁଡିକ
-
Read in Oriya
-
Akshaya Patra ପ୍ରତିଷ୍ଠାନର ଇତିହାସ
-
ଆମର କାର୍ଯ୍ୟ ପରିସର
-
ପରିଚାଳନା
-
ପ୍ରଭାବ ଅଧ୍ୟୟନ
-
ଆମ ରୋଷେଇଘରଗୁଡିକ
-
Akshaya Patra — ଅନ୍ୟାନ୍ୟ ଉଦ୍ୟମଗୁଡିକ
-
ଟ୍ରଷ୍ଟିବୋର୍ଡ
-
ଅଡିଟ ଏବଂ ବ୍ୟବସ୍ଥାଗୁଡିକ
-
ସ୍ୱଚ୍ଛତା
-
କାର୍ଯ୍ୟକ୍ରମର ପ୍ରୟୋଗ
-
ସ୍ୱେଚ୍ଛାସେବୀ ସଂଗଠନଗୁଡିକର ଭୂମିକା
-
Akshaya Patra ର ଭୂମିକା
-
Akshaya Patra ର ପାକଶାଳା ଭିତ୍ତିଭୂମି
-
କେନ୍ଦ୍ରୀଭୂତ ରୋଷେଇଘରଗୁଡିକ
-
ବିକୈନ୍ଦ୍ରିକ ରୋଷେଇଘରଗୁଡିକ
-
Akshaya Patra ପ୍ରତିଷ୍ଠାନର ଇତିହାସ
ବିକୈନ୍ଦ୍ରିକ ରୋଷେଇଘରଗୁଡିକ
ଏହି ଗୋଷ୍ଠୀଗୁଡିକର ସଦସ୍ୟମାନଙ୍କ Akshaya Patra ର ରୋଷେଇଘର ପ୍ରକ୍ରିୟା ଏବଂ ଅପରେସନ ସୂଚୀ ବିଷୟରେ ତାଲିମ ଦିଆଯାଇଥାଏ ଏବଂ ସେମାନଙ୍କର ନିରାପତ୍ତା ସୁନିଶ୍ଚିତ କରିବା ପାଇଁ Akshaya Patra ପ୍ରତିନିଧିମାନଙ୍କ ଦ୍ୱାରା ତତ୍ତ୍ୱାବଧାନ କରାଯାଇଥାଏ, ପୁଷ୍ଟିକର ଖାଦ୍ୟ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରେ ଯୋଗାଇ ଦିଆଯାଇଥାଏ।
ବିକୈନ୍ଦ୍ରିକ ରୋଷେଇଘରଗୁଡିକ ଭୌଗୋଳିକ ଉପତ୍ୟକା ଏବଂ ତ୍ରୁଟିପୂର୍ଣ୍ଣ ରାସ୍ତା ଯୋଗାଯୋଗ ବ୍ୟବସ୍ଥା ଥିବା ଅଞ୍ଚଳରେ ଯେଉଁଠାରେ ବିଶାଳ ଭିତ୍ତିଭୂମିର ବିକାଶ କଷ୍ଟକର ହୋଇଥାଏ ସେହି ସ୍ଥାନ ପାଇଁ ପ୍ରସ୍ତୁତ କରାଯାଇଛି। ଏହି ରୋଷେଇଘରଗୁଡିକ ମହିଳା ସ୍ୱୟଂସହାୟତା ଗୋଷ୍ଠୀଗୁଡିକ (ଏସ୍ଏଚଜି) ଦ୍ୱାରା ଚାଲିଛି, ଯେଉଁମାନେ କି Akshaya Patra ମାର୍ଗଦର୍ଶନ ଅଧିନରେ ରନ୍ଧନ କାର୍ଯ୍ୟ କରିଥାନ୍ତି।
Share this post
Note : "This site is best viewed in IE 9 and above, Firefox and Chrome"
`The Akshaya Patra Foundation © 2017 Website Designed & Maintenance By Creative Yogi
