Akshaya Patra ର ହୃଦୟ ଓ ଆତ୍ମା ଆମ ରୋଷେଇଘରେ ରହିଥାଏ। 1.6 ନିୟୁତ ଆହାର ପ୍ରସ୍ତୁତ କରିବା ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର, ଯନ୍ତ୍ରଚାଳିତ ଏବଂ ଉଚ୍ଚମାନର ଭିତ୍ତିଭୂମି ଆବଶ୍ୟକ ହୋଇଥାଏ।
ସ୍ଥାନର ଚାହିଦା, ଅବସ୍ଥିତ ଓ ଗମନାଗମନ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି Akshaya Patra ରୋଷେଇଘରର ମଡେଲ ନିର୍ଦ୍ଧାରଣ କରିଥାଏ। ଭାରତର 33ଟି ରୋଷେଇଘର ମଧ୍ୟରୁ 31ଟି ରୋଷେଇଘର କେନ୍ଦ୍ରୀଭୂତ ମଡେଲ, ଯେତେବେଳେ କି ଦୁଇଟି ସ୍ଥାନରେ ଏକ ବିକୈନ୍ଦ୍ରିକ ମଡେଲ ପରିଚାଳନା ହେଉଛିା
|
List of Kitchens |
|
କେନ୍ଦ୍ରୀଭୂତ ରୋଷେଇଘରଗୁଡିକର ତାଲିକା |
ବିକୈନ୍ଦ୍ରିକ ରୋଷେଇଘରଗୁଡିକର ତାଲିକା |
| ବିଶାଖାପାଟନମ | ନୟାଗଡ |
| ହାଇଦ୍ରାବାଦ | ବରଣ |
| ଗୌହାଟୀ | |
| ଗୌହାଟୀ | |
| ଗାନ୍ଧିନଗର | |
| ବଡୋଦୋରା | |
| ସୁରତ | |
| ବାଙ୍ଗାଲୋର ନର୍ଥ ଏଚକେ ହିଲ | |
| ବାଙ୍ଗାଲୋର ଦକ୍ଷିଣ ବସନ୍ତପୁରା | |
| ବେଲାରି | |
| ହୁବଲି | |
| ମାଙ୍ଗାଲୋର | |
| ମଇସୁର | |
| ପୁରୀ | |
| ଜୟପୁର | |
| ନାଥଦ୍ୱାର | |
| ବୃନ୍ଦାବନ | |
| ଚେନ୍ନାଇ | |