Akshaya Patra ର ହୃଦୟ ଓ ଆତ୍ମା ଆମ ରୋଷେଇଘରେ ରହିଥାଏ। 1.6 ନିୟୁତ ଆହାର ପ୍ରସ୍ତୁତ କରିବା ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର, ଯନ୍ତ୍ରଚାଳିତ ଏବଂ ଉଚ୍ଚମାନର ଭିତ୍ତିଭୂମି ଆବଶ୍ୟକ ହୋଇଥାଏ।
ସ୍ଥାନର ଚାହିଦା, ଅବସ୍ଥିତ ଓ ଗମନାଗମନ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି Akshaya Patra ରୋଷେଇଘରର ମଡେଲ ନିର୍ଦ୍ଧାରଣ କରିଥାଏ। ଭାରତର 33ଟି ରୋଷେଇଘର ମଧ୍ୟରୁ 31ଟି ରୋଷେଇଘର କେନ୍ଦ୍ରୀଭୂତ ମଡେଲ, ଯେତେବେଳେ କି ଦୁଇଟି ସ୍ଥାନରେ ଏକ ବିକୈନ୍ଦ୍ରିକ ମଡେଲ ପରିଚାଳନା ହେଉଛିା
List of Kitchens |
|
କେନ୍ଦ୍ରୀଭୂତ ରୋଷେଇଘରଗୁଡିକର ତାଲିକା |
ବିକୈନ୍ଦ୍ରିକ ରୋଷେଇଘରଗୁଡିକର ତାଲିକା |
ବିଶାଖାପାଟନମ | ନୟାଗଡ |
ହାଇଦ୍ରାବାଦ | ବରଣ |
ଗୌହାଟୀ | |
ଗୌହାଟୀ | |
ଗାନ୍ଧିନଗର | |
ବଡୋଦୋରା | |
ସୁରତ | |
ବାଙ୍ଗାଲୋର ନର୍ଥ ଏଚକେ ହିଲ | |
ବାଙ୍ଗାଲୋର ଦକ୍ଷିଣ ବସନ୍ତପୁରା | |
ବେଲାରି | |
ହୁବଲି | |
ମାଙ୍ଗାଲୋର | |
ମଇସୁର | |
ପୁରୀ | |
ଜୟପୁର | |
ନାଥଦ୍ୱାର | |
ବୃନ୍ଦାବନ | |
ଚେନ୍ନାଇ |