ଆପଣଙ୍କ ଟଙ୍କା କିପରି ଖର୍ଚ୍ଚ ହୋଇଥାଏ ?

ଆମର ସମୁଦାୟ ଖର୍ଚ୍ଚର ପ୍ରାୟ 82%  କାର୍ଯ୍ୟକ୍ରମର ଖର୍ଚ୍ଚ ଭରଣା କରିବା ପାଇଁ ଏବଂ 14%  କାର୍ଯ୍ୟକ୍ରମ ପରିଚାଳନା ପାଇଁ ବ୍ୟବହାର କରାଯାଇଥାଏ। ସମୁଦାୟ ଖର୍ଚ୍ଚର  4%  ପାଣ୍ଠି ସୃଷ୍ଟି କରିବା ପାଇଁ ଏବଂ ଯୋଗାଯୋଗ ପାଇଁ ବ୍ୟୟ ହୋଇଥାଏ।

ନିୟମିତ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ବ୍ୟତୀତ, Akshaya Patra ପ୍ରତିଷ୍ଠାନ ମଧ୍ୟ ଅନ୍ୟମାନଙ୍କୁ ଖାଦ୍ୟ ଯୋଗାଇବା ଓ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଅଛି।

Break-up-of-total-cost

ପ୍ରତିଷ୍ଠାନର କାର୍ଯ୍ୟକ୍ରମ-ଭିତ୍ତିକ ବ୍ୟୟ

Income-expenditure-account

2013-14 ବର୍ଷ ପାଇଁ ସମୁଦାୟ ଆୟ-ବ୍ୟୟର ବିଶ୍ଲେଷଣ

analysis-of-revenue-expenditure

 

Share this post

Note : "This site is best viewed in IE 9 and above, Firefox and Chrome"

`